ଡ୍ରଗ୍ସ ମାଫିଆ ସେକ ରାଜାର ଘରେ ଏସ.ଟି.ଏଫ. ଟିମର ଚଢ଼ାଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାକ୍ସ ଫୋର୍ସ (ଏସ.ଟି.ଏଫ.)ର ୫ଜଣିଆ ଟିମ ରବିବାର ସକାଳେ ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାରର ଗଳାପୋଲ ସ୍ଥିତ ଡ୍ରଗ୍ସ ମାଫିଆ ସେକ ରାଜା ଘରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସେକ ରାଜା ପରିବାର ଲୋକଙ୍କୁ ମଧ୍ୟ ପଚରାଉଚୁରା କରିଥିବା…