Browsing Tag

Drone Strikes Ship With 20 Indians Off Gujarat

ଜାହାଜ ଉପରେ ଡ୍ରୋନ ଆକ୍ରମଣ; ୨୦ ଜଣ ଭାରତୀୟ ନାବିକ ଫସିଥିବା ସୂଚନା

ଜାହାଜ ଉପରେ ହେଲା ଡ୍ରୋନ ଆକ୍ରମଣ । କେହି କିଛି ବୁଝିବା ପୂର୍ବରୁ ଲାଗିଗଲା ନିଆଁ । ଜାହାଜରେ ଅଳ୍ପ ନିଆଁ ଲାଗିଥିବାବେଳେ ଜାହାଜରେ ଥିବା ଲୋକମାନଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଅଶୋଧିତ ତୈଳ ନେଇ ଆସୁଥିବା ଜାହାଜ ଉପରେ ଡ୍ରୋନ୍ ସହାୟତାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସୂଚନା…