Browsing Tag

double-meaning songs in jatras and melodies in Odisha

ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଅଶ୍ଳୀଳତାକୁ ନାଁ

ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଅଶ୍ଳୀଳତାକୁ ନାଁ। ମଞ୍ଚ ଉପରେ ଆଉ ପରିବେଷଣ ହେବନି ଅଶ୍ଳୀଳ ନୃତ୍ୟ । ଏପରିକି ଯାତ୍ରା, ମେଲୋଡିରେ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି । ସୂଚନା ଅନୁଯାୟୀ, ଯାତ୍ରା ଓ ମେଲୋଡି ଓଡ଼ିଶାରେ…