ଶ୍ରାବଣ ମାସରେ ଭୁଲରେ କରନ୍ତୁ ନାହିଁ ଜିନିଷ ଦାନ
ଶ୍ରାବଣ ମାସରେ ଏହି ଜିନିଷର ଦାନ କରିବା ଉଚିତ ନୁହେଁ। ଏହା ଦ୍ବାରା ପାପ ଲାଗିଥାଏ। ଦାନ କରିବା ଆବଶ୍ୟକ ଅଟେ। ଦାନ ନ କରିଲେ ଆପଣଙ୍କର ଭଲ ହେବ ନାହିଁ କି ଭୋକିଲା ପ୍ରାଣୀର ବି ଭଲ ହେବ ନାହିଁ। ଦାନ କରିବା ଜୀବନରେ ସେତିକି ଆବଶ୍ୟକ ଯେତିକି କାର୍ଯ୍ୟ କରୁଛନ୍ତି। ଶାସ୍ତ୍ର ଅନୁସାରେ ଜୀବନରେ ୨…