ଲକଡାଉନ ସମୟରେ ଘରୋଇ ହିଂସା ହେଲେ ପହଞ୍ଚିବ ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ସମୟରେ ଘରୋଇ ନିର୍ଯ୍ୟାତନା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ମହାନିର୍ଦେଶକଙ୍କୁ ଦାୟିତ୍ୱ ଦେଇଛନ୍ତି।
ଅପରପକ୍ଷରେ କମିଶନରେଟ ପୋଲିସ ମଧ୍ୟ ବଡ ପଦକ୍ଷେପ ନେଉଛି। ମହିଳାଙ୍କ…