ଆପଣଙ୍କ ପିଲା ରାତିରେ ବେଡ଼ରେ ପରିସ୍ରା କରିଦେଉଛି କି ? ଜାଣନ୍ତୁ ଏହାର କାରଣ ଓ ଏହାର ପ୍ରତିକାର କିଭଳି କରିବେ
ପିଲାମାନଙ୍କଠାରେ ବେଡରେ ପରିସ୍ରା କରିବାର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ବଡ଼ମାନଙ୍କ ସହ ମଧ୍ୟ ହୋଇପାରେ । ତେବେ ଏହା କୌଣସି ସାଧାରଣ ସମସ୍ୟା ନୁହେଁ, ବରଂ ଏହା ଏକ ରୋଗ ଯେଉଁଥିରେ ବ୍ୟକ୍ତି ନିଦରେ ହଜିଯାଏ । ଏହା ପରେ ବ୍ୟକ୍ତି ଏହା ବୁଝିପାରିନଥାଏ କି ତାକୁ କେବେ…