ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବେ ରାଜ୍ୟ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା ଦେବାକୁ ସେ ଘୋଷଣା କରିଛନ୍ତି। ଏପ୍ରିଲ, ମେ’, ଜୁନ, ଜୁଲାଇ ମାସର ଦରମା ଏପ୍ରିଲରେ ମିଳିବ। ଆଗୁଆ ଦରମା ଘୋଷଣା ସହ…