ଗିରଫ ହେଲେ ଲାଞ୍ଚୁଆ ଡାକ୍ତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛି ଭିଜିଲାନ୍ସ ବିଭାଗ । ଗିରଫ ପରେ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ବୁଧବାର ଅସ୍ତ୍ରୋପଚାର ପାଇଁ ଜଣେ ଗର୍ଭବତୀ ମହିଳାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗତକାଲି…