ଶୋଇବା ସମୟରେ ଆପଣ ପାଟି ଖୋଲା କରି ଶୋଉଛନ୍ତି କି? ଜାଣିଛନ୍ତି କି ଏହା ପଛର କାରଣ କ’ଣ ?
ରାତିରେ ଶୋଇବା ସମୟରେ ଆପଣ ପାଟି ଖୋଲା କରି ଶୋଉଛନ୍ତି କି? ବାସ୍ତବରେ ଏହା ସ୍ଲିପିଂ ଆପ୍ନିଆ ସହିତ ଜଡିତ, ଯେଉଁଥିରେ ଶୋଇବା ସମୟରେ ହଠାତ୍ ନିଶ୍ୱାସ ବନ୍ଦ ହୋଇଯାଏ। ଏହା ପ୍ରାୟତଃ ଶରୀରରେ ଅବରୋଧ କିମ୍ବା ସଂକ୍ରମଣ ହେତୁ ହୋଇଥାଏ। କିନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଏହି…