Browsing Tag

Do you see God in your dreams? Do you know which god you see in a dream?

ଆପଣ ସ୍ବପ୍ନରେ ଭଗବାନଙ୍କୁ ଦେଖୁଛନ୍ତି କି ? ଜାଣିଛନ୍ତି କି କେଉଁ ଭଗବାନଙ୍କୁ ସ୍ବପ୍ନରେ ଦେଖିଲେ କି ସୁଫଳ ମିଳେ

ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କିନ୍ତୁ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବେକେବେ ଆମେ ଦେଖୁଥିବା ସ୍ବପ୍ନ ସମ୍ପୂର୍ଣ୍ଣ…