ଆପଣଙ୍କ ପାଖରେ ନଖ କାମୁଡ଼ିବାର ରହିଛି ଅଭ୍ୟାସ ରହିଛି ? ଏହା ପଛରେ ରହିଛି ଏଭଳି କାରଣ, ଭବିଷ୍ୟତରେ ହୋଇପାରେ ଏହି…
ନଖ କାମୁଡ଼ିବା ଏପରି ଏକ ଅଭ୍ୟାସ ଯାହାକୁ ବନ୍ଦ କଲେ ବି ପୁଣି ଆରମ୍ଭ ହୋଇଯାଏ । କିନ୍ତୁ ଏହି ଅଭ୍ୟାସ ପ୍ରକୃତରେ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ଯାହାକୁ ଆମେ ଏକ ଅଭ୍ୟାସ ଭାବରେ ଦେଖୁଛୁ ତାହା ଏକ ଚିନ୍ତାଜନକ ବିଷୟ, ଯାହା କେବଳ ଶରୀର ନୁହେଁ ବରଂ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ…