ରାତିର ବଳକା ଖାଦ୍ୟ ନ ଫୋପାଡ଼ି ସକାଳେ ଖାଉଛନ୍ତି କି ? ଜାଣନ୍ତୁ ହୋଇପାରେ ଏହି ରୋଗର ସମସ୍ୟା
ଅନେକ ଥର ଏପରି ଦେଖିଥିବେ ସମୟ ବଞ୍ଚାଇବାକୁ ଏକାଥରେ ଖାଦ୍ୟ ପ୍ରସ୍ତୁତ କରି ଫ୍ରିଜରେ ରଖି ଦେଇଥାଆନ୍ତି। ଏହାସହ ଅନେକ ସମୟରେ ଲୋକେ ରାତିର ବଳକା ଖାଦ୍ୟ ନଷ୍ଟ ନକରିବା ପାଇଁ ସକାଳେ ଜଳଖିଆରେ ଖାଇଥାଆନ୍ତି। ତେବେ ଏହି ୨ଟି ଯାକ ପରିସ୍ଥିତିରେ ଖାଦ୍ୟର ସ୍ୱାଦ ପରିବର୍ତ୍ତନ ହୋଇନଥାଏ। ମାତ୍ର…