ଗର୍ଭାବସ୍ଥା ସମୟରେ ଏହି ଅଭ୍ୟାସ ରଖିଛନ୍ତି, ଭୁଲରେ କରନ୍ତୁ ନାହିଁ ଏହି ଜିନିଷ, ନହେଲେ ଶିଶୁ ଉପରେ ପଡିଥାଏ ଏଭଳି…
ଗର୍ଭାବସ୍ଥା ଏକ ଏପରି ଅବସ୍ଥା, ଯେଉଁ ସମୟରେ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଏହି ସମୟରେ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି ।
କାରଣ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ନିଶ୍ଚିତ ଭାବରେ ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇଥାଏ ।…