ନର୍ସ ନିହାରିକାଙ୍କ ବାପା ଓ ମା ଙ୍କ ରକ୍ତ ନମୂନା ସଂଗ୍ରହ, ହେବ ଡିଏନଏ ଟେଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନର୍ସ ନିହାରିକାଙ୍କ ବାପା ଓ ମା ଙ୍କର ଆଜି ରକ୍ତ ନମୂନା ସଂଗ୍ରହ କରାଯାଇଛି । ସେମାନଙ୍କ ଡିଏନଏ ଟେଷ୍ଟ ପରେ ତାହା ମିଳିଥିବା ମୃତ ଦେହର ଡିଏନଏ ସହ ମେଳ ଖାଉଛି ନା ନାହିଁ ଚେକ କରାଯିବ । ସେହିପରି ପୋଲିସ ନିହାରିକାଙ୍କ ପ୍ରେମିକ ରାଜକୁ ମଧ୍ୟ ପଚରାଉଚରା ଜାରି ରଖିଛି…