ଏଥର ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ସମ୍ପର୍କରେ ପାଠ ପଢିବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ
ଏଥର ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ । ସ୍କୁଲରେ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ ସମ୍ପର୍କରେ ପଢିବେ ଛାତ୍ରଛାତ୍ରୀ । ଭୂଗୋଳ ଓ ଜୀବ ବିଜ୍ଞାନ ବହିରେ ଏହି ଦୁଇ ବିଷୟବସ୍ତୁ ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଲାଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ମହାମାରୀ…