Browsing Tag

dio death

ବଲାଙ୍ଗୀର DIOଙ୍କ ଆତ୍ମହତ୍ୟା

ପଙ୍ଖାରେ ତାର ଲଗାଇ ଆତ୍ମହତ୍ୟା କଲେ ବଲାଙ୍ଗୀରର ସୂଚନା ଅଧିକାରୀ ସିଭିକେଏମ ରାଓ। ଝାରସୁଗୁଡା ଗତପତିନଗର ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଗତକାଲି ଆତ୍ମହତ୍ୟା…