ଦିନେଶ ଗୁଣବର୍ଦ୍ଧନେ ହେଲେ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ
ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦ୍ଧନେ। ଗୁରୁବାର ରାନିଲ ବିକ୍ରମସିଙ୍ଘେ ଦେଶର ନୂତନ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ଗୁଣବର୍ଦ୍ଧନେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରାଯାଇଛି । ଆଜି କଲମ୍ବୋ ଫ୍ଲାୱର ରୋଡ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ…