Browsing Tag

Dimpal case

୧୦ ତାରିଖ ପୂର୍ବରୁ ଡିମ୍ପଲଙ୍କୁ ଟଙ୍କା ଦେବାକୁ ନିର୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିମ୍ପଲ-ସୁମିତ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ଆଜି ଡିମ୍ପଲଙ୍କ ଭରଣପୋଷଣ ମାମଲାର ବିଚାର କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଫେବୃଆରୀ ୧୦ ତାରିଖ ପୂର୍ବରୁ ଭରଣପୋଷଣ ଖର୍ଚ୍ଚ ଦେବାକୁ…