2020 ଦିଲ୍ଲୀପଙ୍କ ପାଇଁ ଶୁଭ !
ଓଡିଶା ଫାଷ୍ଚ( ବ୍ୟୁରୋ): ହେବିଓ୍ୱେଟ ନେତା ଦିଲ୍ଲୀପ ରାୟ ପୁଣି ଚର୍ଚ୍ଚାରେ । ଗୋପାଳପୁର ବେଳଭୂମି ମହୋତ୍ସବରେ ନବୀନଙ୍କ ପ୍ରଶଂସା କରି ରାଜନୀତିରେ ତାଙ୍କର ଉପସ୍ଥିତିକୁ ଜାହିର କରିଛନ୍ତି । ନଜିର ରହିଛି ଯେ ନବୀନଙ୍କ ଗୁଣଗାନ ଯିଏ କରିଛି ସେ ଫାଇଦାରେ ରହିଛି । ଏହି ଦୃଷ୍ଟିରୁ ସେ…