ଭୋଟ ଗଣନା ପକ୍ରିୟାକୁ ସ୍ୱଚ୍ଛ କରାଯାଉ: ଦିଲୀପ ମଲ୍ଲିକ
ଭୁବନେଶ୍ୱର, ତା.୨୪/୦୨: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟଗ୍ରହଣ ଶେଷ ହୋଇଛି । ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷା ସହିତ ଆସନ୍ତା ୨୬,୨୭,୨୮ ତାରିଖରେ ହେବାକୁ ଥିବା ଭୋଟ ଗଣତି ପକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ…