ଡ଼ିଜିଟାଲ ମନିଟରିଂ ସାହାଯ୍ୟରେ ପଞ୍ଚାୟତ ନିର୍ବାଚନକୁ ଓଲ୍ହାଇବ ବିଜେଡି
ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ । ଏଥର ଏତେ ସହଜ ହେବନି ଏହି ନିର୍ବାଚନ । ପ୍ରତି ମୁହୂର୍ତ୍ତରେ ବଢ଼ିବ ଚିନ୍ତା । କାରଣ ବିଜେଡି ପଞ୍ଚାୟତ ନିର୍ବାଚନରେ ଭଲ ଫଳ ଏବଂ ସ୍ୱାଭିମାନ ରକ୍ଷା ପାଇଁ ପ୍ରତିଟି ପ୍ରୟାସର ଉପରେ ନଜର ରଖିବ ଡ଼ିଜିଟାଲ ମନିଟରିଂ । ପ୍ରତି…