ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ ନିଖୋଜ : ଗାଁ ନିକଟରୁ ସ୍କୁଟି ଉଦ୍ଧାର
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କୁମାର ଦେଇପୁର ଗ୍ରାମର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଉକ୍ତ ଯୁବକ ହେଉଛନ୍ତି ଦୀପକ ଦାଶ ।
ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ସ୍କୁଟିରେ ଦୀପକ ଯାଇ ଆଉ…