ଶୁଣିଲେନି ଡାକ୍ତର, ଚିଲିଗଲା ବ୍ୟକ୍ତିଙ୍କ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡାକ୍ତରଖାନାରେ ମିଳିଲାନି ଚିକିତ୍ସା ସେବା। ଫଳରେ ସ୍ତ୍ରୀଙ୍କ ଆଖି ସାମ୍ନାରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସର୍ବସାଧାରଣରେ ବ୍ୟକ୍ତି ଜଣଙ୍କ ପଡ଼ି ଯାଇଥିଲେ ମଧ୍ୟ କେହି…