ଜାରି ରହିଛି ଧାନମନଗର ଭୋଟ୍ ଗଣତି ; ଶେଷ ହୋଇଛି ଚତୁର୍ଥ ରାଉଣ୍ଡ, ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ
ଧାନମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ଶେଷ ହୋଇଛି ଚତୁର୍ଥ ରାଉଣ୍ଡ। ଆଉ ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଗୁଆ ରହିଛନ୍ତି। ସେ ତାଙ୍କ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ୩୨୬୧ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି।
୧୪ ଟି…