ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ
ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ଏନେଇ ଆଜି ଭାରତୀୟ ନିର୍ବଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅକ୍ଟୋବର ୭ରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସେହିଦିନଠୁ ନାମାଙ୍କନ ଦାଖଲ ପ୍ରକ୍ରିଆ ଆରମ୍ଭ ହେବ। ଅକ୍ଟୋବର ୧୪ ଯାଏ ଚଲିବ ନାମାଙ୍କନ। ଅକ୍ଟୋବର…