Browsing Tag

Devi temple

ଏହି ଦେବୀଙ୍କ ମନ୍ଦିରରେ ପାଣିରେ ଜଳୁଛି ଦୀପ, ଜାଣନ୍ତୁ କଣ ରହିଛି ରହସ୍ୟ

ଆମଦେଶରେ ରହିଥିବା ବିଭିନ୍ନ ଧାର୍ମିକ ପୀଠ ଗୁଡ଼ିକର କିଛିନା କିଛି ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ସେଗୁଡ଼ିକର ରହସ୍ୟ ଭେଦ କରିବା ଆଜି ଯାଏଁ ବୈଜ୍ଞାନିକମାନଙ୍କ ପକ୍ଷେ ସମ୍ଭବ ହୋଇ ନାହିଁ। ସେହିଭଳି ଏକ ଆଶ୍ଚର୍ଯ୍ୟ ହେଉଛି ଗଡିୟାଘାଟ ଦେବୀ ମାଙ୍କ ମନ୍ଦିର। କାଲିସିନ୍ଧ ନଦୀ କୂଳରେ ନିର୍ମିତ…