Browsing Tag

Derek O’Brien Among 11 To Be Elected To Rajya Sabha Unopposed

ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସମେତ ୧୧ ପ୍ରାର୍ଥୀ

ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ପ୍ରାର୍ଥୀ ମନୋନୀତ ହୋଇ ସାରିଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ । ଏଥିସହିତ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟ ସଭା ସିଟ ପାଇଁ…