ବରଗଡ଼ ଧନୁଯାତ୍ରାକୁ ମିଳୁ ଜାତୀୟ ମହୋତ୍ସବର ମାନ୍ୟତା: ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗତକାଲି କେନ୍ଦ୍ର ସରକାରଙ୍କ ଆଗରେ ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ଦେବା ପାଇଁ ଦାବି କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ୧୯୮୪ ମସିହାରୁ ଧନୁଯାତ୍ରା ଖୋଲାମଞ୍ଚରେ…