ପ୍ରଳୟଙ୍କାରୀ ବନ୍ୟା ଧ୍ୱଂସ କରିଦେଲା କେରଳକୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳ ପ୍ରଳୟଙ୍କାରୀ ଦ୍ୱାରା ଏତେ ମାତ୍ରା ରେ ପ୍ରଭାବିତ ହୋଇଛି ଯାହାକି ତାର ଅସ୍ତିତ୍ତ୍ୱ କୁ ଦୋହଲାଇ ଦେଇଛି । ଯେଉଁଠି ଦେଖିବ ସବୁକିଛି ବନ୍ୟା ର କରାଳ ଗର୍ଭ ରେ ଲୀନ ହୋଇଯାଇଛି । ବିଗତ ଶହେ ବର୍ଷ ମଧ୍ୟରେ ଏଭଳି ବନ୍ୟା କେବେହେଲେ କେରଳ ବାସୀ ଦେଖିନଥିବେ ।…