ଦିଲ୍ଲୀରେ ପୁଣି ଗଣଆତ୍ମହତ୍ୟା, ଗୋଟିଏ ପରିବାରରେ 5 ମୃତ
ଓଡିଶା ଫାଷ୍ଟ( ବ୍ୟୁରୋ):ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗୋଟାଏ ପରିବାରର 5 ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକଘର ଭିତରୁ ଏହି 5 ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍ ମୃତକଙ୍କ…