ଗଣଦୁଷ୍କର୍ମ ପୀଡିତାଙ୍କୁ ମୁହଁରେ କାଳି ମାରି ରାସ୍ତାରେ ବୁଲାଇଲେ ପଡୋଶୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୁହିଁରେ କାଳି ମାରି ରାସ୍ତାରେ ବୁଲାଇଲେ ପଡୋଶୀ। ଖାଲି ଏତିକି ନୁହଁ,ତାଙ୍କ ଚୁଟି କାଟି ତାଙ୍କୁ ଚପଲ ମାଳ ମଧ୍ୟ ପିନ୍ଧାଯାଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ ଶାହଦରାରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବତୀଙ୍କ ସହ…