ଭୋକ ବିକଳରେ ମଲା କୁକୁର ଖାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ପାଇଁ ଗରିବ,ଦିନ ମଜୁରିଆ ଅନେକ ସ୍ଥାନରେ ଭୋକ ଉପାସରେ ଛଟପଟ ହେଉଛନ୍ତି। ଏହି ସମୟରେ ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ଯାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହୋଇଛି ।…