Browsing Tag

Delhi HC dismisses plea for 6 years ban on PM Modi from election

ମୋଦୀଙ୍କ ନିର୍ବାଚନ ଲଢ଼ିବା ଉପରେ ୬ ବର୍ଷ ବ୍ୟାନ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ିବା ଉପରେ ୬ ବର୍ଷ ବ୍ୟାନ୍ ଲଗାଇବାକୁ ହୋଇଥିବା ଆବେଦନ ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ। ଉତ୍ତର ପ୍ରଦେଶରେ ନିର୍ବାଚନ ରାଲି ବେଳେ ମୋଦୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କୁ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଦିଲ୍ଲୀ…