Browsing Tag

Delhi Factory Blaze: 11 Charred To Death

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ୧୧ ଜଣ

ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ରଙ୍ଗ କାରଖାନା। ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ଗୁରୁବାର ରାତିରେ ଆଲିପୁର ଦୟାଲପୁର ବାଜରରେ ଥିବା ଏକ ରଂଗ କାରଖାନାରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା କାରଖାନା । ଅଗ୍ନିକାଣ୍ଡରେ ୧୧ ଜଣ ଦଗ୍ଧ ହୋଇଛନ୍ତି । ୪ ଜଣ ଆହତ ହୋଇଛନ୍ତି…