ଦିଲ୍ଲୀରେ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ ହୋଇଛି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଆଜି ରାଧା ସୋମି ସତସଙ୍ଗ ବିସରେ ଥିବା ୧୦,୦୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରର ଉଦଘାଟନ କରିଛନ୍ତି। କମ ଲକ୍ଷଣ ଥିବା…