ଦିଲ୍ଲୀରେ ହଟିଲା କରୋନା କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ହୋଇଛି। ଶୁକ୍ରବାର ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମଏ)ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାପରେ ରାଜଧାନୀରେ ଜାରି ଏପର୍ଯ୍ୟନ୍ତ ସମସ୍ତ କଟକଣା ସମାପ୍ତ କରିବା ଲାଗି ନିଷ୍ପତ୍ତି ହୋଇଛି।…