ଦେବଯାନୀ ଦାସଙ୍କୁ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଆ ମହିଳା ପାଇଲେ ଗୁଜୁରାଟ ସାହିତ୍ୟ ଏକାଡେମୀ ପୁରସ୍କାର। ବାଲେଶ୍ଵର ଜିଲ୍ଲାର ଦେବଯାନୀ ଦାସ ସାହିତ୍ୟରେ ଭାଷା ଦକ୍ଷତା, ଉଲ୍ଲେଖ ଶୈଳୀ, ସୃଜନଶୀଳତା ଓ ବିଶ୍ଵ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ଏହି ପୁରସ୍କାର ପାଇଛନ୍ତି। ସେ ଜଣେ ପରିବେଶବିତ୍ ତଥା ଟିଭି ଓ ରେଡିଓ କଳାକାର ମଧ୍ୟ।…