Browsing Tag

Death

ଜଳପ୍ରପାତକୁ ଡେଇଁଲେ ଯୁବକ-ଯୁବତୀ, କାରଣ ଅସ୍ପଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଏକ ଅଭାବନୀୟ ଘଟଣା ଦେଖାଦେଇଛି ନୂଆପଡ଼ା ଜିଲ୍ଲାର ଗୋଧସ ଜଳପ୍ରପାତରେ । ଦୁଇଜଣ ବ୍ୟକ୍ତି ଆଜି ଜଳପ୍ରପାତକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି କରାଯାଉଥିବା ବେଳେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।…

ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହେଲା । କଖଡ଼ି ମହାଲପଡା ଗୁମେଇ ସାହି ନଦୀ ପଠାରୁ ମୃତ ଦେହ ଉଦ୍ଧାର । ଶୁକ୍ରବାର ମୁଣ୍ଡଳୀ ବୋଟ ଟ୍ରାଜେଡି ପରଠାରୁ ନିଖୋଜ ଥିଲେ ଯବାନ । ସେହି ଦଳରେ ଓଡ୍ରାଫ ଟିମକୁ ମିଶାଇ ୭ ଜଣ ସଦସ୍ୟ ଥିଲେ ।…

ନଦୀ ସ୍ରୋତରେ ଭାସି ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ, ଘାଟରୁ ମିଳିଥିଲା ଚପଲ ଓ ଡ୍ରେସ୍

କଳାହାଣ୍ଡି ୨୪।୯: ନଦୀ ସ୍ରୋତରେ ଭାସି ଭିନ୍ନକ୍ଷମ ନାବାଳିକାଙ୍କ ମୃତ୍ୟୁ । କଳାହାଣ୍ଡି କୁକେଲକୁବରୀ ରେତ ନଦୀ ସ୍ରୋତରେ ଭାସିଯାଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୩ ବର୍ଷୀୟ ଦୀପିକା କରୁଆ । ପୁରୁଣା ପଡା ଘାଟରେ ଗାଧାଉଥିବା ବେଳେ ଭାସିଯାଇ ଥିଲେ । ଘାଟରୁ ମୃତ ନାବାଳିକାଙ୍କ…

ଓମାନରୁ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଣିଲା ଓଡ଼ିଶା-ମୋ ପରିବାର

ଓଡ଼ିଶା ମୋ-ପରିବାର ସହାୟତାରେ ଓମାନରୁ ଓଡ଼ିଶା ଅଣାଗଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର । ୩୧ ବର୍ଷିଅ ପ୍ରଦୀପ ବାହନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ପୈତୃକ ଗ୍ରାମକୁ ପଠାଯାଇଛି । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ପ୍ରଦୀପ ବାହନ କିଛି ମାସ ହେବ କାମ ପାଇଁ ଓମାନର ରାଜଧାନି…

ବର୍ଷାରେ ଭୁଶୁଡିଲା କାନ୍ଥ, ୧୧ ଗୃହପାଳିତ ପଶୁ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨ ଦିନ ଧରି ଲାଗି ରହିଥିବା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟ ତମାମ ବର୍ଷା ଲାଗି ରହିଛି । କେଉଁଠି କୋଠା ଭୁଶୁଡିଲାଣି ତ ପୁଣି କେଉଁଠି କାନ୍ଥ ପଡି ଜୀବନ ଗଲାଣି । ସେହିପରି ଢେଙ୍କାନାଳରେ ମଧ୍ୟ ବର୍ଷା ବିତ୍ପାତ ଘଟାଇଛି । ଲଘୁଚାପ ଜନିତ ବର୍ଷା…

ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ : ଇମୋସନାଲ୍ ପୋଷ୍ଟ କଲେ ଅଭିନେତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇ ସ୍ଥିତ ହୀରାନନ୍ଦାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟ ଅଧିକ…

ପ୍ରସିଦ୍ଧ ତାମିଲ ଅଭିନେତା ଆନନ୍ଦ କନ୍ନନଙ୍କ ଦେହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରସିଦ୍ଧ ତାମିଲ ଅଭିନେତା ତଥା ଭିଡିଓ ଜକି ଆନନ୍ଦ କନ୍ନନଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ ସୋମବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କନ୍ନନ କ୍ୟାନ୍ସର୍ ରୋଗ ସହ ଲଢେଇ କରୁଥିଲେ। ତାଙ୍କ ମୃତ୍ୟୁ ହେତୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ…

ସ୍ତ୍ରୀକୁ ବିଷ ପିଆଇ ମାରିଲା ସ୍ୱlମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱମୀ ସାଜିଲା ସଇତାନ । ସ୍ତ୍ରୀକୁ ବିଷ ପିଆଇ ଦେଲା ମାରି । ମୃତକ ଢୋଲଗଣ୍ଡି ଗ୍ରାମର ବାଙ୍କା ସୁଣ୍ଡି ତାଙ୍କ ସ୍ତ୍ରୀ ବାଲିମା ସୁଣ୍ଡି ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଢୋଲଗଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ଏନେଇ ଝିଅ ପରିବାର ପକ୍ଷରୁ ଥାନାରେ…

ମୃତ୍ୟୁପରେ ମଣିଷ ସହିତ ଯାଇଥାଏ କେବଳ ଏହି ୪ ଜିନିଷ

ଦୁନିଆ ରେ ଯଦି କିଛି ସତ୍ୟ ଥାଏ ତେବେ ତାହା ହେଉଛି ଆମ ମୃତ୍ୟୁ । କାରଣ ଯିଏ ଏହି ଦୁନିଆ କୁ ଆସେ ସେ ଦିନେ ନା ଦିନେ ଏହି ଦୁନିଆ ରୁ ବିଦାୟ ନେଇଥାଏ ଏହା ନିଶ୍ଚିତ କାରଣ ଜନ୍ମ ଯଦି ସତ୍ୟ ତେବେ ମୃତ୍ୟୁ ମଧ୍ୟ ସତ୍ୟ ।କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜାଣି ମଧ୍ୟ ଏହି ସତ୍ୟ ରୁ ଦୌଡୁ ଥାଏ ।…

ସଡ଼କ ଦୁର୍ଘଟଣା ରେ ଦୁଇଜଣଙ୍କର ଅକାଳ ବିୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏମ୍‌ଏସ୍‌ପି ପ୍ଲାଣ୍ଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହଁ। ସୂଚନା ଅନୁଯାୟୀ, ଟ୍ରକ୍‌ଟି ଠିଆ ହୋଇଥିବା ସମୟରେ…