Browsing Tag

Death

ଏସପି ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ ଘଟଣା: ଯୁବକଙ୍କ ମୃତ୍ୟୁ

ଗଞ୍ଜାମ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ରମ୍ଭା ଥାନା ବରୀ ଗାଁର ବାଦଲ ସାହୁ ନାମକ ଯୁବକ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ଘଟଣା । ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି । ନ୍ୟାୟ ପାଇଁ ଆସିଥିବା ଲୋକ ନ୍ୟାୟ ନ ପାଇ ଆତ୍ମହତ୍ୟା…

ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ପରଲୋକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରୁ ୧୯୯୪ ମସିହା ଯାଏ ଜଷ୍ଟିସ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ…

ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ଭୋଟ୍ ବାତିଲ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କର ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗ ଘଟିଛି। ଗତକାଲି ରାତିରେ ନିଜ ସମର୍ଥକ ଙ୍କ ସହ ନିର୍ବାଚନ ପାଇଁ ଆଲୋଚନା ସାରି ପ୍ରାୟ ୧୦.୩୦ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ…

ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୫୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମୃତକ ଭୁବନେଶ୍ୱର ବଡ଼ବଡ଼ ଅଞ୍ଚଳର ଅଜିତ ସାହାଣୀ ବୋଲି ଜଣାପଡିଛି । ଅଜିତଙ୍କ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଖବର ଅନୁଯାୟୀ, ଦୀର୍ଘ ୨୦ ବର୍ଷ ହେଲା ମାର୍କେଟ ବିଲ୍ଡ଼ିଂ ଏକ ପ୍ରମୁଖ ଷ୍ଟୋର…

ଦକ୍ଷିଣ ଚୀନ୍‌ କାଫେଟେରିଆରେ ବିସ୍ଫୋରଣ, ୧୬ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ଚୀନର ଏକ ଅଫିସ୍ କ୍ୟାଫେଟେରିଆରେ ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଜଣ ଆହତ ହୋଇଛନ୍ତି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଚୋଙ୍ଗକିଙ୍ଗ ନଗର ପ୍ରଶାସନ ଏକ ଅନଲାଇନ୍ ବିବୃତ୍ତିରେ କହିଛି ଯେ ବିସ୍ଫୋରଣର କାରଣ ଗ୍ୟାସ ଲିକରୁ…

ସିଡିଏସ ବିପିନ ରାଓ୍ଵତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ

ସିଡିଏସ ବିପିନ ରାଓ୍ଵତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ମୃତଦେହ ପୋଡି ଯାଇଛି। ସେଥିପାଇଁ ମୃତଦେହଗୁଡିକର ଡିଏନଏ ଯାଞ୍ଚ କରାଯିବ ଏବଂ…

ଧାନ ବିଲରେ ଟ୍ରାକ୍ଟର ଓଲଟି ଚାଷୀ ଦମ୍ପତି ମୃତ

ଧାନ ବିଲରେ ଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ । ଯେଉଁ ବିଲକୁ ପୁଞ୍ଜି କରି ଜୀବନ ଜିଉଁଥିଲେ, ସେହି କ୍ଷେତରେ ହିଁ ଶେଷରେ ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧାନ ବିଲରେ ଟ୍ରାକ୍ଟର ଓଲଟି ଦମ୍ପତି ମୃତ୍ୟୁ ବରଣ କରିଥିବା ସୂଚନା…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ତଦନ୍ତ ଆରମ୍ଭ

ରାଉରକେଲା: ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ଓ ଭୁଲ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଆରଜିଏଚର ନିର୍ଦ୍ଦେଶକ, ଅଧୀକ୍ଷକ, ଉପ -ଅଧୀକ୍ଷକ, ମେଡିସିନ ସ୍ପେଶାଲିଷ୍ଟ ଓ ଅନ୍ୟ ଜଣେ ଡାକ୍ତର ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ…

ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାର ଟଙ୍କା ପାଇଁ ଭାଇ ହେଲା ବଇରୀ । ସାନଭାଇର ବୋମା ମାଡ଼ରେ ବଡ଼ଭାଇ ମୃତ । ଅଭିଯୁକ୍ତ ସାନ ଭାଇ ଗିରଫ ତା’ଠାରୁ ୪ଟି ଅଫୁଟା ବୋମା ଜବତ । ଘଟଣା ଘଟିଛି ନୟାଗଡ଼ ଓଡ଼ଗାଁ ମାଣିକପାଟଣା ଛକଠାରେ । ସାନ ଭାଇର ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବଡ଼ ଭାଇର ଆଜି…