ଶ୍ରୀକ୍ଷେତ୍ରରେ ଅଘଟଣ, ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ
ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଜଗା ଦର୍ଶନର କିଛି ସମୟ ପରେ ଶ୍ରୀକ୍ଷେତ୍ରରେ ଚାଲି ଯାଇଛି ହବିଷ୍ୟାଳୀଙ୍କ ଜୀବନ । ପୁରୀ ହସ୍ପିଟାଲରେ ହବିଷ୍ୟାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
ମିଳିଥିବା ଖବର ଅନୁସାରେ ହବିଷ୍ୟାଳୀ ଜଣଙ୍କ ୭୩ବର୍ଷିୟ ଫକୀର…