ସେଲଫି ନିଶା ମଣିଷକୁ ବିବେକ ଶୂନ୍ୟ କରିଦେଲା, ଚାଲିଗଲା ୩ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେଲଫି ନିଶାରେ ମଣିଷ ନିଜ ବିବେକ ହରାଇବସିଲାଣି। ଏହିପରି ଏକ ଘଟଣା ଦେଖିବାକୁମିଳିଛି ଜୟପୁର ଅଞ୍ଚଳରେ। ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇ ସାହାଯ୍ୟ ଆଶାରେ ବିକଳ ହୋଇ ଚିତ୍କାର କରୁଥିଲେ। ମାତ୍ର ଭାଗ୍ୟର ବିଡମ୍ବନା ତାଙ୍କୁ ଘେରି ଅନେକ ଲୋକଥିଲେ କିନ୍ତୁ କିଏ…