କାଠଯୋଡ଼ିକୁ ଡେଇଁ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ତ୍ରିଶୂଳିଆ ବ୍ରିଜରୁ କାଠଯୋଡ଼ିକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ଉଦ୍ଧାର ହେଲା ମୃତଦେହ । ଯୁବକ ଜଣକ ବ୍ରିଜ ଉପରେ ବାଇକ ରଖି କାଠଯୋଡ଼ିକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି…