ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳା ଆଇନଜୀବୀଙ୍କ ମୃତଦେହ, ସନ୍ଦେହ ଘେରରେ ପୁରୁଷ ବନ୍ଧୁ
ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଉଦ୍ଧାର ହେଲା ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ । ମୃତକ ହେଲେ ଭଦ୍ରକ ଜିଲ୍ଲାର ଦୀପାଳି ପ୍ରିୟଦର୍ଶନୀ ଜେନା । ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଭଡ଼ା ଘରେ ରହୁଥିଲେ ଦୀପାଳି । ଭଡାଘରୁ ଶନିବାର ରାତିରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା…