Browsing Tag

dcp

ଠାବ ହେଲା ବାଇକ ରାକେଟ: ୮ ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ପୁଣି ଠାବ ହୋଇଛି ବାଇକ ରାକେଟ । ତେବେ ଏହି ରାକେଟର ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ୩ ଲୁଟେରା ସହିତ ଚୋରା ବାଇକ କିଣୁଥିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଜଣଙ୍କୁ ଗିରଫ କରିଛି । ୩ ଲୁଟେରାଙ୍କ ନିକଟରୁ ୮ଟି ବାଇକ ସହିତ…

ହସ୍ତାନ୍ତର ମେଳାରେ ୯୨ ମୋବାଇଲ ଫେରାଇଲା ପୁଲିସ

ଭୁବନେଶ୍ୱର : ମଙ୍ଗଳବାର ଭୁବନେଶ୍ୱର ଡିସିପି ଅଫିସ୍ରେ ଏକ ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି, ଲୁଟ୍ ହୋଇଥିବା ୯୨ଟି ଜବତ ମୋବାଇଲକୁ ପୁଲିସ ଅସଲିମାଲିକଙ୍କୁ ହସ୍ତାନ୍ତର କରିଛି । ଏଠାରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରତୀକ ସିଂ

ଭୁବନେଶ୍ୱର: ଭୁବନେଶ୍ଵର DCP ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂ । ଆଜି ଭୁବନେଶ୍ଵର DCP କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ । କଟକ ପରେ ଭୁବନେଶ୍ଵରର DCP ଦାୟିତ୍ଵ ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ରାଜଧାନୀରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ କାର୍ଯ୍ୟ…

କମିସନରେଟ୍ ପୋଲିସର ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ବ ନେଲେ ଏସ୍‌. ସୁଶ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ-ଭୁବନେଶ୍ବର କମିସନରେଟ ପୋଲିସର ଟୁଇନସିଟି ପାଇଁ କାର୍ଯ୍ୟରେ ଯୋଗଦେଲେ ଆଇପିଏସ ଏସ ସୁଶ୍ରୀ । ସୁଶ୍ରୀ ଟ୍ରାଫିକ୍ ଡିସିପି ଭାବେ ମଙ୍ଗଳବାର ଦାଇତ୍ବ ଗ୍ରହଣ କରିଛନ୍ତି । ନୂଆ ଆଇପିଏସ ଟୁଇନସିଟିର ଟ୍ରାଫିକକୁ ସଜାଡିବା ପାଇଁନୂ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି…

ଡିସିପି ଅଫିସ୍ ସିଲ କଲା BMC

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଭୁବନେଶ୍ବର ଡିସିପି ଅଫିସ୍ । ଭୁବନେଶ୍ବର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍‌କୁ ସିଲ୍ କରିଛନ୍ତି ।…