ଦାରିଙ୍ଗବାଡି ଉଦ୍ୟାନ ବିଭାଗ ମୁଖ୍ୟ ଫାଟକରେ ଝୁଲୁଛି ତାଲା, ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି
ଦରିଙ୍ଗବାଡି ୧।୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ରେ ଥିବା ଉଦ୍ୟାନ ବିଭାଗ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ଅଧିକାରୀଙ୍କ ଦେଖା ମିଳୁନି । ଛୁଟି ଦିନ ଛାଡି ଅନ୍ୟ ଦିନରେ ବି ଗେଟରେ ତାଲା ଝୁଲୁଥିବା ଅଭିଯୋଗ ହେଉଛି । ଏଠାରେ ବିଭିନ୍ନ ପ୍ରକାର ସାର, ପିଡ଼ିଆ ଚାଷୀମାନଙ୍କୁ…