୨୦ ବର୍ଷରେ ୬୨ରୁ ୨୯କୁ ଖସିବା ପ୍ରକୃତ ବିକାଶ
୨୦ ବର୍ଷ ତଳେ ରାଜ୍ୟରେ ଦାରିଦ୍ର୍ୟ ହାର ଥିଲା ୬୨ ପ୍ରତିଶତ । ଏବେ ଏହା ଖସି ୨୯ ପ୍ରତିଶତରେ ପହଞ୍ଚିଛି । ଏ ହେଉଛି ବିକାଶ, ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ଏହି ରିପୋର୍ଟ ନୀତି ଆୟୋଗ । କରୋନା ସମୟରେ ରାଜ୍ୟରେ ୪ ଲକ୍ଷ କୋଟି ପୁଞ୍ଜିନିବେଶ ବଡ଼ ଉପଲବ୍ଧି…