୧୯ ବର୍ଷ ବୟସରେ ଆଖି ବୁଜିଲେ ‘ଦଙ୍ଗଲ’ ଅଭିନେତ୍ରୀ ସୁହାନୀ
ଚାଲିଗଲେ ସୁପରହିଟ୍ ଫିଲ୍ମ 'ଦଙ୍ଗଲ' ର ଅଭିନେତ୍ରୀ ସୁହାନୀ ଭଟ୍ଟନାଗର। ଫିଲ୍ମ 'ଦଙ୍ଗଲ' ରେ ବବିତା ଫୋଗଟ୍ ଭୂମିକାରେ ଦମଦାର ଅଭିନୟ କରି ଚର୍ଚ୍ଚାରେ ଥିଲେ। ତେବେ ୧୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ମେଡିସିନ୍ ସାଇଡ୍ ଇଫେକ୍ଟ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।…