ସୂର୍ଯ୍ୟଙ୍କ ଉପରେ ଦାମଙ୍କ କୋପବର୍ଷା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିରୁ ବହିଷ୍କାର ପୂର୍ବରୁ ଦାମ ଓ ବିଷ୍ଣୁଙ୍କ କଳି ରାଜନୈତିକ ମହଲର ଉଷ୍ମତା ବଢ଼ାଇ ରଖିଥିଲା । ଯାହାକି ଦାମଙ୍କ ବିଜେଡିରୁ ବହିଷ୍କାର ପରେ ଟିକେ ଥମିଯାଇଛି । ମାତ୍ର ଆଜି ବିଧାନସଭାରେ ଏକ ନୂତନ କଳି ଦେଖିବାକୁ ମିଳିଛି । ସେ ହେଉଛି ଦାମ ଓ ସୂର୍ଯ୍ୟ…