ପିଲାମାନଙ୍କୁ ସେଫ୍ଟି ଟାଙ୍କି ସଫା କରିବାକୁ ବାଧ୍ୟ କରିବା ପ୍ରଧାନଶିକ୍ଷକଙ୍କୁ ପଡିଲା ମହଙ୍ଗା
କର୍ଣ୍ଣାଟକର ଏକ ରେସିଡେନ୍ସିଆଲ ସ୍କୁଲରେ ପିଲାମାନଙ୍କୁ ସେଫ୍ଟି ଟାଙ୍କି ସଫା କରିବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇଜଣ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହିତ ଚାରି ଜଣ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର…