ମସଲା କମ୍ପାନୀ ‘ବାଦଶାହ’ର ୫୧ ପ୍ରତିଶତ ଅଂଶଧନ କିଣିଲା ଡାବର, ମସଲା ଇଣ୍ଡଷ୍ଟ୍ରୀରେ କଲା ପ୍ରବେଶ
ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ବିକ୍ରି କରୁଥିବା ଡାବର କମ୍ପାନୀ ଏବେ ମସଲା ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏଥିପାଇଁ ମସଲା କମ୍ପାନୀ 'ବାଦଶାହ'ର ଅଂଶଧନ କିଣିଥିବା ନେଇ ଡାବର ଘୋଷଣା କରିଛି। କମ୍ପାନୀ ସେପ୍ଟେମ୍ବର ତ୍ରୈମାସିକରେ ତାର ବ୍ୟବସାୟୀକ ରେଜଲ୍ଟ ଜାରି କରିବା…